ଶୁଙ୍ଘିବା Ṡuṅghibā
- ଦେ. କ୍ରି (ସଂ. ଶିଂଘ୍ ଧାତୁ) — ଆଘ୍ରାଣ କିରିବା — To smell; to scent
- ଦେ. କ୍ରି (ସଂ. ଶିଂଘ୍ ଧାତୁ) — [ଉ—ତାହା ଦେଖି କୁନ୍ତୀ ପୁତ୍ରକୁ କୋଳ କରି ମସ୍ତକକୁ ଶୁଙ୍ଘିଲେ ଅତି ସ୍ନେହ କରି।]
- ଦେ. କ୍ରି (ସଂ. ଶିଂଘ୍ ଧାତୁ) — [ଲକ୍ଷଣାର୍ଥ] ସାମାନ୍ୟ ମାତ୍ର ବା ନାମ ମାତ୍ର ଖାଦ୍ୟ ଆହାର କରିବା — (figurative) To eat anything in such a small quantity that it can be called smelling rather than eating