ଶୁଖିଲା ମୁହଁ Ṡukhilā muhañ

  • ଦେ. ବି — ବିପର୍ଣ୍ଣବଦନ, ବିରସମୁଖ — Dejected; countenance; sad face
  • ଦେ. ବି — ମଳିନ ମୁଖ — Pale face
  • ଦେ. ବି — ଶଯ୍ୟାରୁ ଉଠି ଧୁଆ ହୋଇ ନ ଥିବା ମୁଖ — Face which has not been washed after a person has got up from bed or sleep