ଶୁକ୍ Ṡuk

  • ଦେ. ବିଣ—(ସଂ. ଶୁଷ୍କ; ଅନ୍ଯ ଶବ୍ଦ ପୂର୍ବରେ ଯୁକ୍ତ ହୁଏ ଯଥା— ଶୁକ୍ ନଈ; ଶୁକ୍ ଜାଦୁ) — ଶୁଷ୍କ; ଶୁଖିଲା — Dry
  • ଦେ. ବିଣ—(ସଂ. ଶୁଷ୍କ; ଅନ୍ଯ ଶବ୍ଦ ପୂର୍ବରେ ଯୁକ୍ତ ହୁଏ ଯଥା— ଶୁକ୍ ନଈ; ଶୁକ୍ ଜାଦୁ) — ନିର୍ଜଳ — Waterless