ଶୁକ୍ଳାଭିସାରୀ Ṡukḻa bhisārī

  • ଦେ. ବି. ସ୍ତ୍ରୀ—(ସଂ. ଶୁକ୍ଳାଭିସାରିକା) — ନାୟିକାବିଶେଷ — A class of heroines in fiction and love stories
  • ଦେ. ବି. ସ୍ତ୍ରୀ—(ସଂ. ଶୁକ୍ଳାଭିସାରିକା) — [ଦ୍ର—ଏ ରମଣୀ ଶୁକ୍ଳପକ୍ଷ ରାତିରେ ଶୁକ୍ଳ ବସ୍ତ୍ର ପରିଧାନ କରି ଶୁକ୍ଳ ପୁଷ୍ପ ମଣ୍ଡିତ ହୋଇ ସଂକେତ ସ୍ଥଳକୁ ନାୟକକୁ ଭେଟିବାପାଇଁ ଗମନ କରେ।]
  • ଦେ. ବି. ସ୍ତ୍ରୀ—(ସଂ. ଶୁକ୍ଳାଭିସାରିକା) — [ଉ—ବିଲୋକି ନଦୀ ଗୋଦାବରୀ, ବାମା କି ଶୁକ୍ଳ ଅଭିସାରୀ ଭଞ୍ଜ. ବୈଦେହୀଶବିଳାସ।]