ଶୁକ୍ରତରା Ṡukratarā

  • ଦେ. ବି (ସଂ. ଶୁକ୍ର+ତାରକା) — ଶୁକ୍ର— ଗ୍ରହ (ଯାହା ପାହାନ୍ତିଆ ତାରା ବା ପହରିକିଆ ତରାରୂପେ ଦେଖାଯାଏ) — Venus; morning star; evening star
  • ଦେ. ବି (ସଂ. ଶୁକ୍ର+ତାରକା) — [ଦ୍ର—ଏହା ପ୍ରକୃ— ତରେ ଗୋଟିଏ ଗ୍ରହ, କିନ୍ତୁ ଲୋକେ ଏହାକୁ ଭୁଲରେ ତାରା ବୋଲି କହନ୍ତି।]