ଶୁକ୍ର ଭୁକ୍ Ṡukra bhuk

  • ସଂ. ବିଣ (ଉପପଦ ତତ୍; ଶୁକ୍ର+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ଶୁକ୍ରଭୁଜ ଶବ୍ଦ 1 ମା. 1 ବ) — ଶୁକ୍ର ଖାଦକ — Eating semen
  • ସଂ. ବି — ମୟୂର — Peacock
  • ସଂ. ବି — [ଦ୍ର—କଥିତଅଛି ଯେ ମୟୂରମାନଙ୍କ ସଙ୍ଗେ ମୟୂରର ସଙ୍ଗମ ହୁଏ ନାହିଁ। ବର୍ଷାଗମରେ ମୟୂର (ଲଞ୍ଜାମୟୂର) ମାନେ ନାଚିବାବେଳେ ତାଙ୍କଠାରେ ଭୂମିରେ ରେତଃ ସ୍ଖଳିତ ହୁଏ। ମୟୂରୀ (ଲାଣ୍ଡୀମୟୂର) ଭୂମିରୁ ଉକ୍ତ ସ୍ଖଳିତ ରେତଃକୁ ଥଣ୍ଟଦ୍ୱାରା ଗୋଟାଇ ନେଇ ଖାଆନ୍ତି ଓ ତଦ୍ଦ୍ୱାରା ଗର୍ଭବତୀ ହୁଅନ୍ତି।]