ଶୁକ୍ର ପ୍ରତ୍ୟନ୍ତର Ṡukra pratyantara

  • ସଂ. ବି (ଜ୍ୟୋତିଷ) — ପ୍ରତ୍ୟେକ ଗ୍ରହଙ୍କ ମହାଦଶା ଓ ଅନ୍ତରଦଶା କାଳ ମଧ୍ୟରେ ଶୁକ୍ରଗ୍ରହର ପ୍ରତ୍ୟନ୍ତର ଦଶା ଭୋଗ କାଳ — The time when the conjunction of Venus takes place during the Antaradaṡā Mahādaṡā of all planets
  • ସଂ. ବି (ଜ୍ୟୋତିଷ) — [ଦ୍ର—ଶୁକ୍ର ମହାଦଶାର ଭୋଗକାଳ 20 ବର୍ଷ ମଧ୍ୟରେ ପ୍ରଥମେ ଶୁକ୍ର ଅନ୍ତଦର୍ଶା 3 ବର୍ଷ 4 ମାସ ଏଥି ମଧ୍ୟରେ ଆଦ୍ୟ 6 ମାସ 20 ଦିନ ଶୁଭ ଫଳପ୍ରଦ।] — [ଦ୍ର—ଶୁକ୍ର ମହାଦଶାର ଭୋଗକାଳ20ବର୍ଷ ମଧ୍ୟରେ ପ୍ରଥମେ ଶୁକ୍ର ଅନ୍ତଦର୍ଶା3ବର୍ଷ4ମାସ ଏଥି ମଧ୍ୟରେ ଆଦ୍ୟ6ମାସ20ଦିନ ଶୁଭ ଫଳପ୍ରଦ]