ଶୁକ୍ର ଗୋଚର ଫଳ Ṡukra gochara phaḻa
- ସଂ. ବି (ଜ୍ୟୋତିଷ) — ଶୁକ୍ର ଜନ୍ମରାଶିସ୍ଥ ହେଲେ ଶତ୍ରୁ ନାଶ; 2 ୟ ରେ ଅର୍ଥଲାଭ, 3 ୟରେ ଶୁଭକର, 4 ର୍ଥରେ ଧନ ଲାଭ, 5 ମରେ ପୁତ୍ରଲାଭ, 6 ଷ୍ଠ ରେ ଶତ୍ରୁଲାଭ, 7 ମରେ ଶୋକ, 8 ମରେ ଅର୍ଥ ଲାଭ, 9 ମରେ ବିବିଧ ବସ୍ତ୍ର ଲାଭ, 10 ମରେ ଅଶୁଭକର, 11 ଶରେ ବହୁ ଧାନ୍ୟ ଲାଭ, 12 ଶରେ ଧନାଗମ ଓ ସୁଖ ହୁଏ — ଶୁକ୍ର ଜନ୍ମରାଶିସ୍ଥ ହେଲେ ଶତ୍ରୁ ନାଶ;2ୟ ରେ ଅର୍ଥଲାଭ,3ୟରେ ଶୁଭକର,4ର୍ଥରେ ଧନ ଲାଭ,5ମରେ ପୁତ୍ରଲାଭ,6ଷ୍ଠ ରେ ଶତ୍ରୁଲାଭ,7ମରେ ଶୋକ,8ମରେ ଅର୍ଥ ଲାଭ,9ମରେ ବିବିଧ ବସ୍ତ୍ର ଲାଭ,10ମରେ ଅଶୁଭକର,11ଶରେ ବହୁ ଧାନ୍ୟ ଲାଭ,12ଶରେ ଧନାଗମ ଓ ସୁଖ ହୁଏ— The different results of the planet venus becoming connected with a man's natal signs