ଶୁକ୍ ଶୁକ୍ ହେବା Ṡuk ṡuk hebā

  • ଦେ. କ୍ରି—(ସଂ. ଶୁଷ୍କ) — ଶୁଷ୍କପ୍ରାୟ ହେବା; ପ୍ରାୟ ନିର୍ଜଳ ହେବା — To almost dry up
  • ଦେ. କ୍ରି—(ସଂ. ଶୁଷ୍କ) — (ଧ୍ୱନ୍ୟନୁକରଣ କିମ୍ବା ତାଳୁ ଓ କଣ୍ଠ ଶୁଷ୍କ ହୋଇଯିବାରୁ ମନୁଷ୍ୟ ଯେଉଁ ଶବ୍ଦ କରେ) ମୁମୂର୍ଷୁ ଅବସ୍ଥା ଯୋଗୁଁ କ୍ଷୀଣ ନିଶ୍ୱାସ ଓ କ୍ଷୀଣ ଶବ୍ଦ କରିବା — To be dying; to emit faint sounds and breaths (said of a dying animal)
  • ଦେ. କ୍ରି—(ସଂ. ଶୁଷ୍କ) — କ୍ଷୀଣ ଓ ଅସ୍ପଷ୍ଟ— ଭାବରେ କଇଁ କଇଁ ହୋଇ କାନ୍ଦିବା — To weep very faintly by emitthing ṡuk ṡuk sound and restraining sighs