ଶୁକ୍ ଶୁକା Ṡuk-ṡukā

  • ଦେ. ବିଣ. ପୁଂ — ସକ ସକା; ଯେଉଁ ବ୍ଯକ୍ତି ଶୁକ୍ ଶୁକ୍ ହୋଇ କ୍ଷୀଣ ଭାବରେ କଇଁ କଇଁ ହୋଇ କାନ୍ଦେ — A person who weeps faintly by restraining sighs