ଶୁକ୍ ପାଇକା Ṡuk-pāikā
- ଦେ. ବି (ନାମ) — ମହାନଦୀର ଗୋଟିଏ କ୍ଷୁଦ୍ର ଉପଶାଖା [ଦ୍ର—ଏହା କଟକ ଜିଲ୍ଲାରେ ମହାନଦୀରୁ ବାହାରି ପୁଣି କଟକଜିଲ୍ଲାରେ ମହାନଦୀରେ ମିଣିଅଛି। ଏହା ବର୍ଷାଋତୁ ଛଡ଼ା ଅନ୍ଯ, ଋତୁରେ ଶୁଖିଲା ଥାଏ।] — The name of a small branch of the Mahānadi river which remains dry for most part of the year (in the district of Cuttack)