ଶୁକ୍ ଦାଦୁ Ṡuk dādu
- ଦେ. ବି—(ସଂ. ଶୁଷ୍କ ଓ ଦଦ୍ରୁ) — ଏକ ପ୍ରକାର ଦଦ୍ରୁ— ରୋଗ [ଦ୍ର—ଏହା ଏକ ପ୍ରକାର ଚର୍ମ ରୋଗ। ଏହି ଜାଦୁ ସଂକ୍ରାମକ ଅଟେ। ଭଣ୍ଡାରି— ମାନେ ଜାଦୁଆ ଲୋକଙ୍କୁ ଖିଅର କରି ଉକ୍ତ ଖୁରଦ୍ୱାରା ନୀରୋଗ ଲୋକର ମୁଣ୍ଡକୁ ଖିଅର କଲେ ଏ ଜାଦୁ ସଂକ୍ରାମିତ ହୁଏ। ଏଥିରୁ ନସା ବୁହେ ନାହିଁ।] — A sort of ringworm disease; dry ring worm on the scalp; Tinea Tonsuraus