ଶୁକୁଲି ମହାପ୍ରସାଦ Ṡukuli mahāprasāda
- ଦେ. ବି — ରହଣି ମହାପ୍ରସାଦ; ଜଗନ୍ନାଥ ଆଦିଙ୍କର ମିଷ୍ଟାନ୍ନ ଭୋଗ (ଯାହା ଅନ୍ନ ଓ ବ୍ୟଞ୍ଜନାଦି ପରି ଜଳଯୁକ୍ତ ନ ଥିବାରୁ ଶୁଖିଲା ଥାଏ ଓ ଯାହା ଅନେକ ଦିନ ଅବିକୃତ ରଖାଯାଇ ପାରେ) — Sweetmeat offerings made to Lord Jagannātha & other Deities which keep sweet for a length of time