ଶୁକୁଟି ମୁକୁଟି Ṡukuṭimukuṭi

  • ଦେ. ବିଣ. ପୁଂ (ସଂ. ଶୁଷ୍କ ଓ ମର୍କଟ) — ଶୁରୁକୁଟା; ଅତି ଶୀର୍ଣ୍ଣକାୟ — Very lean and emaciated
  • ଦେ. ବିଣ. ପୁଂ (ସଂ. ଶୁଷ୍କ ଓ ମର୍କଟ) — [ଶୁକୁଟିଆ ମୁକୁଟିଆ—ଅନ୍ଯରୂପ]