ଶୁକୁଟ ଦେଖିବା Ṡukuṭa dekhibā

  • ଦେ. କ୍ରି — ପରର ଦୁଃଖ ବା ଲାଞ୍ଛନ ଭୋଗକୁ ଆନନ୍ଦ ସହିତ ଦେଖିବା — To look at serenely on another trouble
  • ଦେ. କ୍ରି — [ଉ—ଯାହାର ଥିବ ତେତିକି ଆକଟ ଦେଖିବେ ତୁମ୍ଭେ ତାହାର ଶୁକୁଟ କବିସୂର୍ଯ୍ୟ. କବିତା।]