ଶୁକୁ ମଦରଙ୍ଗା Ṡuku madaraṅgā
- ଦେ. ବି — ଯେଉଁ ମଦରଙ୍ଗା ଶାଗ ପାଣିକୂଳରେ ଶୁଖିଲା ଜାଗାରେ ଜନ୍ମେ — A kind of aquatic pot-herb which grows on dry places on the shore of water
- ଦେ. ବି — ମନୁଷ୍ୟକୁ ଶୀର୍ଣ୍ଣ କରି ମାରିପକାଇବା ପାଇଁ ତାନ୍ତ୍ରିକ ପ୍ରୟୋଗ — Employment of black magic to reduce a person to skeleton