ଶୁକ ଶୁକ Ṡuk ṡuk

  • ଦେ. ବିଣ—(ସଂ. ଶୁଷ୍କ) — ଶୁଷ୍କପ୍ରାୟ — Almost dry
  • ଦେ. ବିଣ—(ସଂ. ଶୁଷ୍କ) — ମୃତ କଳ୍ପ — Decadent; mariband
  • ଦେ. ବିଣ—(ସଂ. ଶୁଷ୍କ) — ମୁମୂର୍ଷୁ; କଣ୍ଠାଗତ ପ୍ରାଣ; ଜୀବନ ଛାଡ଼ିଯିବାର ପୂର୍ବବସ୍ଥା ପ୍ରାପ୍ତ — Dying