ଶୁକ ଦେଈ Ṡuka dei

  • ଦେ. ବି—(ନାମ) ସ୍ତ୍ରୀ — ଉତ୍କଳ ରାଜବଂଶୀୟା ଜନୈକ ବୀରାଙ୍ଗନା — A female hero of an Oriya royal family
  • ଦେ. ବି—(ନାମ) ସ୍ତ୍ରୀ — [ଦ୍ର—ଏହାଙ୍କର ବାସସ୍ଥାନ ବାଙ୍କୀ, ଶତ୍ରୁ ଅକ୍ରମଣରୁ ବାଙ୍କୀକୁ ରକ୍ଷା କରିବା ଏ ପାଇଁ ଯୁଦ୍ଧ କରି ଥିଲେ। ସ୍ୱର୍ଗୀୟ ପଣ୍ଡିତ ମୃତ୍ୟୁଞ୍ଜୟ ଏହାଙ୍କର ସଂକ୍ଷିପ୍ତ ଜୀବନଚରିତ ଲେଖି ଅଛନ୍ତି। ଚନ୍ଦ୍ରଶେଖର ଦାସ।