ଶୁଆକଣ୍ଠି ବୁଲିଯିବା Ṡuā kaṇṭhibulij̄ibā

  • ଦେ. ବି — ବୟୋବୃଦ୍ଧି ଯୋଗୁଁ ଶୁଆର ବେକ ଚାରିପାଖରେ ନାଲି ରେଖା ସମ୍ପୂର୍ଣ୍ଣରୂପେ ଦେଖାଯିବା — The appearance of a rosy ring round the neck of an aged parrot