ଶୁଆଇ ପକେଇବା Ṡuāi pakeibā

  • ଦେ. କ୍ରି — ଶିଶୁ ଆଦିଙ୍କୁ ଦୋଳାଇ ବା ମାତୃ— ସ୍ତନକୁ ତାଙ୍କ ମୁଖରେ ଲଗାଇ ବା ଗୀତ ଶୁଣାଇ ନିଦ୍ରିତ କରାଇବା — To cause a baby to sleep by rocking or fitting the nipple of the mother's breast to its mouth or by singing lullabies