ଶୁଆଇ ଦେବା Ṡuāi debā
- ଦେ. କ୍ରି — (ମାଡ଼ ମାରିବା ପେଞ୍ଚ ଖେଳି) କୌଣସି ବ୍ଯକ୍ତିକୁ ତଳେ ପାତିତ କରିବା — To lay a person down on the ground; to fell
- ଦେ. କ୍ରି — ଶିଶୁକୁ ବା ରୋଗୀକୁ ଭୂମିରେ ଶାୟିତ କରିବା — To cause (a child) to lie down on the ground
- ଦେ. କ୍ରି — [ଉ—କଂସ ସଭାରେ ମିଳିଲା, ବାଳକ ତଳେ ଶୁଆଇଲା। ଜଗନ୍ନାଥ. ଭାଗବତ।]
- ଦେ. କ୍ରି — ଶୋଇବାପାଇଁ ଉପଯୁକ୍ତ ସୁବିଧା ବା ଗୋଳମାଳହୀନ ଅବସ୍ଥା ଜାତ କରିବା — To let one sleep by not making any noise or by making the surroundings favourable to sleeping;
- ଦେ. କ୍ରି — (ଯଥା—ରାତିଯାକ ବାଜା ବଜେଇ ସିନେମା— ବାଲାମାନେ ପଡୋଶୀଙ୍କୁ ଶୁଆଇ ଦେଲେ ନାହିଁ]