ଶୁଆଁବାଳୁଆ Ṡuāñbāḻuā

  • ଦେ. ବି (ସଂ. ଶୂକ=ତୀକ୍ଷ୍ଣଲୋମ ଓ ବାଳ) — ତୀକ୍ଷ୍ଣ ଲୋମ ବିଶିଷ୍ଟ ନାନାବର୍ଣ୍ଣର କୃମିବିଶେଷ; ଶମ୍ବାଳୁଆ ପୋକ — Caterpillar; the wooly bear