ଶୁଆ ବସା Ṡuā basā

  • ଦେ. ବି—(ସଂ. ଶୟନ ଓ ଉପବେଶନ) — ଶୋଇବା ଓ ବସିବା — Sleeping and sitting
  • ଦେ. ବି—(ସଂ. ଶୟନ ଓ ଉପବେଶନ) — ସହବାସ — Intercourse
  • ଦେ. ବି—(ସଂ. ଶୟନ ଓ ଉପବେଶନ) — ସ୍ତ୍ରୀ ପୁରୁଷ ସଙ୍ଗମ — Cohabitation