ଶୁଆ ପକ୍ଷିଆ Ṡuā pakshiā

  • ଦେ. ବିଣ — ଶୁଆର ପକ୍ଷପରି ହରିଦ୍ବର୍ଣ୍ଣ ବିଶିଷ୍ଟ; ଶୁଆ ପକ୍ଷୀପରି ଶାଗୁଆ — Emerald or green like the feather of a parrot
  • ଦେ. ବିଣ — [ଉ—ବିଲ ଗୁଡ଼ିକ ଆଗରୁଆ, ଶୁଆପକ୍ଷିଆ ବୁଲିଗଲାଣି। ଫକୀରମୋହନ. ଛମାଣ ଆଠଗୁଣ୍ଠ।]