ଶୁଆ କଣ୍ଠା Ṡuā kaṇṭhā

  • ଦେ. ବି — ବୁଢ଼ାଶୁଆଙ୍କ କଣ୍ଠର ତଳଭାଗରେ ଦେଖାଯିବା ଅର୍ବୁଦ ପରି କଠିନ ମାଂସ ଖଣ୍ଡ — A tough growth of flesh hanging from the throat of an aged parrot
  • ଦେ. ବି — [ଦ୍ର—ଏହି କଣ୍ଠାକୁ ଦେଖି ଶୁଆ ବୁଢ଼ା ହୋଇଥିବ ନିର୍ଣ୍ଣୟ କରାଯାଏ।]