ଶୀର୍ଷକ Ṡīrshaka

  • ସଂ. ବି (ଶୀର୍ଷ+କ) — କରୋଟି; ମୁଣ୍ଡର ଖପୁରୀ — Skull
  • ସଂ. ବି (ଶୀର୍ଷ+କ) — ରାହୁଗ୍ରହ — The Dragon's head
  • ସଂ. ବି (ଶୀର୍ଷ+କ) — ମସ୍ତକ; ମୁଣ୍ଡ — Head
  • ସଂ. ବି (ଶୀର୍ଷ+କ) — ଜୟପରାଜୟର ନିଦର୍ଶନ ପତ୍ର — A testimony indicating victory or defeat
  • ସଂ. ବି (ଶୀର୍ଷ+କ) — ମୁଣ୍ଡରେ ପିନ୍ଧାଯିବା ଅଳଙ୍କାର ବା ମୁକୁଟ ପ୍ରଭୃତି — Crown, head dress
  • ସଂ. ବି (ଶୀର୍ଷ+କ) — ଶିରସ୍ତ୍ରାଣ; ପଗଡ଼ି; ଟୋପୀ; ଟୋପର — Turban; helmet; hat; cap
  • ଦେ. ବି — (ଅନ୍ଯ ଶବ୍ଦ ସଙ୍ଗେ 'ଶୀର୍ଷ' ଶବ୍ଦ ସମାସ ହୋଇ ଯୁକ୍ତ ହେଲେ ତହିଁରେ 'କ' ଆଗମ ହୁଏ। ଯଥା— 'ଅଧ୍ୟବସାୟ'—ଶୀର୍ଷକ ପ୍ରବନ୍ଧ) (ଅମୁକ) ଶିରୋନାମାଯୁକ୍ତ; ଯେଉଁ ପ୍ରବନ୍ଧ ଆଦିର ଶିରୋଭାଗରେ କୌଣସି ନାମ ଥାଏ — Having the title of; having the superscription of; under the heading of; entitled