ଶୀର୍ଷ ସ୍ଥାନୀୟ Ṡīrsha sthānīya

  • ସଂ. ବିଣ (ଶୀର୍ଷ ସ୍ଥାନ+ଈୟ) — ଶୀର୍ଷ ସ୍ଥାନ ଅଧିକାର କରିବାର ଯୋଗ୍ୟ — Fit to occupy the highest position
  • ସଂ. ବିଣ (ଶୀର୍ଷ ସ୍ଥାନ+ଈୟ) — ସର୍ବପ୍ରଧାନ (ବ୍ଯକ୍ତି) — Most prominent (person)