ଶୀତାଶ୍ମା Ṡītasmā

  • ସଂ. ବି (କର୍ମଧା; ଶୀତାଶ୍ମନ୍ ଶବ୍ଦ, 1 ମା. 1 ବ, ଶୀତ= ଶୀତଳ+ଅଶ୍ମନ୍=ପଥର) — ଚନ୍ଦ୍ରକାନ୍ତ ମଣି — A kind of gem; the moon-stone