ଶୀତାଳୁ Ṡītāḻu

  • ସଂ. ବିଣ (ଶୀତ+ଯୁକ୍ତାର୍ଥେ ଆଳୁ; ତୁଳ. ଭୟାଳୁ, ଦୟାଳୁ, ଶ୍ରଦ୍ଧାଳୁ) — ଶୀତାର୍ତ୍ତ — Pinched with cold
  • ସଂ. ବିଣ (ଶୀତ+ଯୁକ୍ତାର୍ଥେ ଆଳୁ; ତୁଳ. ଭୟାଳୁ, ଦୟାଳୁ, ଶ୍ରଦ୍ଧାଳୁ) — ଯେ ଶୀତକୁ ଭାରି ଡରେ — Afraid of cold