ଶୀତାଂଶୁ Ṡītāṁṡu

  • ସଂ. ବି (ବହୁବ୍ରୀହି; ଶୀତ=ଶୀତଳ ଅଟେ ଅଂଶୁ=କିରଣ ଯାହାର — ଚନ୍ଦ୍ର — The moon (literally cool-rayed)
  • ସଂ. ବି (ବହୁବ୍ରୀହି; ଶୀତ=ଶୀତଳ ଅଟେ ଅଂଶୁ=କିରଣ ଯାହାର — କର୍ପୂର — Camphor