ଶୀତଳା Ṡītaḻā

  • ସଂ. ବି. ସ୍ତ୍ରୀ—(ଶୀତଳ+ଅ) — ବସନ୍ତ ବିସ୍ଫୋଟକାଦି ରୋଗର ଅଧିଷ୍ଠାତ୍ରୀ ଦେବତା; ଦୁର୍ଗାଙ୍କର ମୂର୍ତ୍ତି ବିଶେଷ, ବସନ୍ତେଈ ଠାକୁରାଣୀ [ଦ୍ର—ବଡ଼ ଦେଉଳର ବାହାର ହତା ମଧ୍ୟରେ ଉତ୍ତର ଦ୍ୱାରର ଭିତରପାଖେ କୋଇଲି ବୈକୁଣ୍ଠ ଓ ସୁନାକୂଅ ନିକଟରେ ଏ ଠାକୁରାଣୀଙ୍କ ମନ୍ଦିର ଅଛି।] — The Goddess presiding over small pox, chicken pox or other diseases of eruption
  • ସଂ. ବି. ସ୍ତ୍ରୀ—(ଶୀତଳ+ଅ) — ବାଲୁକା; ବାଲି — Sand; silica
  • ସଂ. ବିଣ. ସ୍ତ୍ରୀ — ଶୀତଳର ସ୍ତ୍ରୀଲିଙ୍ଗ — Feminine of Sitaḻa