ଶୀତଳ ଗୁଣ୍ଡି Ṡītaḻa guṇḍi

  • ପ୍ରାଦେ. (ଗଡ଼ଜାତ)—ବି — ବିବାହ ପରେ ବିବାହ ବେଦୀରୁ ବରକନ୍ୟା କନ୍ୟାର ଗୃହଭିତରକୁ ଯିବା ପରେ ସ୍ତ୍ରୀମାନଙ୍କ ବନ୍ଦାପନା ପରେ ବର କନ୍ଯା ଦୁହିଙ୍କର ଏକତ୍ର ଜଳଯୋଗ — Light refreshment served to the newly married couple after they go home from the marriage alter
  • ପ୍ରାଦେ. (ଗଡ଼ଜାତ)—ବି — [ଉ—ଏକ ଆସନରେ ବସାଇ କନ୍ୟାବର, ବଢ଼ାଇଲେ ଶୀତଳ ଗୁଣ୍ଡିକୁ ଦୁହେଁ କର। କୃଷ୍ଣସିଂହ. ମହାଭାରତ।]