ଶୀତବୀର୍ଯ୍ୟ Ṡītabīrj̄ya

  • ସଂ. ବିଣ (ବୈଦ୍ଯକ, ବହୁବ୍ରୀହି) — ସ୍ୱାଭାବିକ ଶୀତଳ ଗୁଣବିଶିଷ୍ଟ (ପଦାର୍ଥ); ଯାହାକୁ ସେବନ କରିବା ଦ୍ୱାରା ଦେହ ଶୀତଳ ହୁଏ — Having the quality of cooling the system; cooling
  • ସଂ. ବିଣ (ବୈଦ୍ଯକ, ବହୁବ୍ରୀହି) — [ଦ୍ର— ମଧୁର ରସବିଶିଷ୍ଟ ପ୍ରାୟ ସକଳ ପଦାର୍ଥ ହିଁ ଶୀତବୀର୍ଯ୍ୟ। ଶୀତ— ବୀର୍ଯ୍ଯ ଦ୍ରବ୍ୟ ଗୁରୁପାକ, ବାତଶ୍ଳେଷ୍ମଜନକ, ପିତ୍ତନାଶକ, ବାତକ ଓ କଫଜ ରୋଗରେ ଉପକାରକ।]