ଶୀତକଷାୟ Ṡīta kashāya

  • ସଂ. ବି (କର୍ମଧା; ବୈଦ୍ଯକ) — ଏକ ତୋଳା କୁଟ୍ଟିତ ଦ୍ରବ୍ୟକୁ 6 ତୋଳା ଉଷ୍ମଜଳରେ ଏକରାତ୍ରି ବତୁରାଇ ସକାଳେ ଛାଣି ନେଲେ ଯେଉଁ ପାନୀୟ ପ୍ରସ୍ତୁତ ହୁଏ — ଏକ ତୋଳା କୁଟ୍ଟିତ ଦ୍ରବ୍ୟକୁ6ତୋଳା ଉଷ୍ମଜଳରେ ଏକରାତ୍ରି ବତୁରାଇ ସକାଳେ ଛାଣି ନେଲେ ଯେଉଁ ପାନୀୟ ପ୍ରସ୍ତୁତ ହୁଏ—Liquid medicine prepared by moistening 1 tola of pounded herbs in 6 tolas of warm water and leaving them in the night and sifting the liquid in the morning