ଶୀତ ବସ୍ତ୍ର Ṡīta bastra

  • ସଂ. ବି (ମ. ପ. ଲୋ; ଶୀତ ନିବାରଣାର୍ଥ ବ୍ଯବହୃତ ବସ୍ତ୍ର) — ଶୀତ ଲୁଗା; ଯେଉଁ ଲୁଗାକୁ ଦେହରେ ଘୋଡ଼ା— ଇବାଦ୍ୱାରା ଶୀତକଷ୍ଟ ଦୂର ହୁଏ — Winter dress