ଶୀତ ପ୍ରଧାନ Ṡīta pradhāna
- ସଂ. ବିଣ (ବହୁବ୍ରୀହି, ଶୀତ ଅଟେ ପ୍ରଧାନ ଯହିଁରେ) — ଅଧିକ ଶୈତ୍ୟ ବିଶିଷ୍ଟ; ଅତିରିକ୍ତ ଶୀତଳ — Excessively chill; frigid; very cold
- ସଂ. ବିଣ (ବହୁବ୍ରୀହି, ଶୀତ ଅଟେ ପ୍ରଧାନ ଯହିଁରେ) — ଯେଉଁ ଦେଶରେ ବା ଅଞ୍ଚଳରେ ଶୀତଋତୁ ଅଧିକକାଳ— ସ୍ଥାୟୀ ହୁଏ — (a place) Where winter or cold season predominates or lasts longer then elsewhere