ଶୀତ ପ୍ରଧାନ କଟିବନ୍ଧ Ṡīta pradhāna kaṭibandha
- ଦେ. ବି (ଭୌଗୋଳିକ ପରିଭାଷା) — ପୃଥିବୀ ଗୋଲକର ମେରୁଦ୍ୱୟର ଚତୁର୍ଦ୍ଦିଗରେ ବେଢ଼ିଥିବା ଶୀତ ପ୍ରଧାନ ଅଞ୍ଚଳ, ଶୀତ କଟିବନ୍ଧ — The frigid zones of the globe
- ଦେ. ବି (ଭୌଗୋଳିକ ପରିଭାଷା) — [ଦ୍ର—ଏହା ଦକ୍ଷିଣ ମେରୁ ଓ ଉତ୍ତର ମେରୁକୁ ଲାଗିଅଛି।]