ଶୀତ କାତର Ṡīta kātara

  • ସଂ. ବିଣ. ପୁଂ ( 3 ୟା ତତ୍) ଶୀତକ୍ଲିଷ୍ଟ; ଶୀତାର୍ତ୍ତ — Suffering from the pangs of cold
  • ସଂ. ବିଣ. ପୁଂ ( 3 ୟା ତତ୍) ଶୀତ ଭୀତ — Afraid of cold