ଶୀତ କଟାଇବା Ṡīta kaṭāibā
- ଦେ. କ୍ରି — ଶୀତ କାଳ ବିତାଇ ଦେବା; ଶୀତ ଋତୁ ଭୋଗ କରିବା ବା ଯାପନ କରିବା — To pass the cold season
- ଦେ. କ୍ରି — (ଉ—ଏ ବର୍ଷ ଖଣ୍ଡେ କୁରୁତା ମୁଁ ଶୀତ କାଟାଇଲି।)
- ଦେ. କ୍ରି — ଶୀତ କଷ୍ଟକୁ ସମ୍ଭାଳିବା; ଶୀତର ଦାଉରୁ ରକ୍ଷା ପାଇବା — To overcome the pangs of cold