ଶୀଘ୍ର ବେଧୀ Ṡīghra bedhī

  • ସଂ. ବିଣ. ପୁଂ (ଶୀଘ୍ର+ବିଧ୍ ଧାତୁ=ବିଦ୍ଧ କରିବା+ କର୍ତ୍ତୃ. ଇନ୍; 1 ମା. 1 ବ) — ଦ୍ରୁତବେଧ— କାରୀ; ଯାହା କୌଣସି ବସ୍ତୁକୁ ଶୀଘ୍ର ବିଦ୍ଧ କରେ (ଯଥା—ବାଣ, ଶର, ମୁନିଆ ବା ଦାଢୁଆ ଅସ୍ତ୍ର ବା ଶସ୍ତ୍ର) — Piercing swiftly
  • ସଂ. ବିଣ. ପୁଂ (ଶୀଘ୍ର+ବିଧ୍ ଧାତୁ=ବିଦ୍ଧ କରିବା+ କର୍ତ୍ତୃ. ଇନ୍; 1 ମା. 1 ବ) — କ୍ଷିପ୍ରକାରୀ; ଲଘୁହସ୍ତ — Deft-handed; prompt; quick