ଶୀଘ୍ର ଚେତନ Ṡighra chetana

  • ସଂ. ବିଣ. ପୁଂ (ବହୁବ୍ରୀହି; ଶୀଘ୍ର+ଚେତନା+ଅ) — ଯେ ଶୀଘ୍ର ଚେତନା ଲାଭ କରେ ବା ଚେଇଁ ଉଠେ — 1. One who wakes up easily
  • ସଂ. ବି. — କୁକୁର — Dog