ଶୀଘ୍ର ଗତି Ṡīghra gati

  • ସଂ. ବି (କର୍ମଧା) — କ୍ଷିପ୍ର ଗତି; ବେଗ — Swift motion
  • ବିଣ—(ବହୁବ୍ରୀହି) ପୁଂ ଓ ସ୍ତ୍ରୀ — କ୍ଷିପ୍ରଗାମୀ — Fast going; fleet of foot