ଶୀଘ୍ର କାରୀ Ṡīghra kārī

  • ସଂ. ବିଣ. ପୁଂ (ଶୀଘ୍ରକାରିନ୍ ଶବ୍ଦର 1 ମା. 1 ବ=ଶୀଘ୍ର+ କୃ ଧାତୁ+କର୍ତ୍ତୃ. ଇନ୍) — କ୍ଷିପ୍ରକର୍ମ ସମ୍ପାଦକ; ଯେ ଚଞ୍ଚଳ କାମ ସାରେ; ଫୂର୍ତ୍ତିବାଜ୍ — Doing work speedily; prompt