ଶିୟାଳି କଣ୍ଟା Ṡiyāḻi kaṇṭā

  • ଦେ. ବି (ସଂ. ଶୃଗାଳକଣ୍ଟକ; ବନ୍ୟ (କ୍ଷୁପ— ବିଶେଷ) — କଣ୍ଟାକୁସୁମ (ଦେଖ) — Kaṇṭākusuma (See) Mimosa Rubricanis
  • ଦେ. ବି (ସଂ. ଶୃଗାଳକଣ୍ଟକ; ବନ୍ୟ (କ୍ଷୁପ— ବିଶେଷ) — ଅଗରା ଗୁଳ୍ମ — Mexican poppy; Argemone Mexicana; Gamboje; thistle
  • ଦେ. ବି (ସଂ. ଶୃଗାଳକଣ୍ଟକ; ବନ୍ୟ (କ୍ଷୁପ— ବିଶେଷ) — [ଦ୍ର— ଏହା ବନ୍ୟ ବର୍ଷାୟୁଃ କଣ୍ଟକୀ ଶାକ ବିଶେଷ; ପତ୍ର ଓ ଫଳ କଣ୍ଟକମୟ; ପତ୍ର ଶ୍ୱେତ। ଏହାର କ୍ଷୀର ପୀତବର୍ଣ୍ଣ; ଫୁଲ ପୀତବର୍ଣ୍ଣ, ଷଟ୍ଦଳ। ଏହାର ମଞ୍ଜିରୁ ତେଲ ବାହାରେ। ଏହି ତୈଳ ଚର୍ମରୋଗରେ ଉପକାରକ। ଏହାର ନିର୍ଯ୍ଯାସ କାଛୁ, କୁଣ୍ଡିଆ, ବିଇଞ୍ଚି ଆଦି ଚର୍ମରୋଗରେ ଦେହରେ ବୋଳନ୍ତି।]
  • ଦେ. ବି (ସଂ. ଶୃଗାଳକଣ୍ଟକ; ବନ୍ୟ (କ୍ଷୁପ— ବିଶେଷ) — କାନକୋଳି (ଦେଖ) — Kanakoḻi (See)