ଶିୟାର୍ ବସିବା Ṡiyār basibā

  • ଦେ. କ୍ରି (ଇଂ. ଷୋୟାର୍) — ସେଥିର ବସିବା; କୌଣସି ବ୍ଯବସାୟରେ ବା କାର୍ଯ୍ୟରେ ଅନ୍ଯ ବ୍ଯକ୍ତିଙ୍କ ସଙ୍ଗେ ଭାଗଦାରିରେ କାର୍ଯ୍ୟ କରିବା — To go into shares with another; to take partners in a business