ଶିଷ୍ୟ Ṡishya
- ସଂ. ବି — (ଶାସ୍ଧାତୁ=ଶାସନ କରିବା+କର୍ମ ଯ)—ଯେ ଗୁରୁଙ୍କ ନିକଟରେ କୌଣସି ବିଦ୍ଯା ଶିକ୍ଷା କରେ; ଅନ୍ତେ— ବାସୀ; ଛାତ୍ର — Apprentice; pupil; disciple
- ସଂ. ବି — [ଦ୍ର—ସ୍ମୃତି ଅନୁସାରେ ଯେ କାୟମନୋବାକ୍ୟ ଦ୍ୱାରା ଦେବତା, ଆଚାର୍ଯ୍ଯ ଓ ଗୁରୁଙ୍କର ଶୁଶ୍ରୂଷା କରନ୍ତି ଏବଂ ଯେ ନିର୍ମଳଚିତ୍ତ; ଶ୍ରମଶୀଳ ଓ ବୁଦ୍ଧିମାନ୍ ସେ ଶିଷ୍ୟ ପଦବାଚ୍ୟ।]
- ସଂ. ବି — ଯାହାଙ୍କୁ କୌଣସି ଆଧ୍ୟାତ୍ମିକ ବିଦ୍ୟାଶିକ୍ଷା ଦିଆଯାଏ; ମନ୍ତ୍ରଶିଷ୍ୟ — Spiritual disciple
- ସଂ. ବି — ବାବାଜୀଙ୍କ ଚେଲା — The disciple of an anchorite
- ବିଣ (ପୁଂ) — ଶାସନଯୋଗ୍ୟ — Fit to be governed
- ବିଣ (ପୁଂ) — ଶିକ୍ଷା ପାଇବାର ଉପଯୋଗୀ — Fit to be trained
- ବିଣ (ପୁଂ) — ଶିକ୍ଷଣୀୟ — Teachable
- ବିଣ (ପୁଂ) — ଉପଦେଶ୍ୟ — Fit to be instructed or imparted
- ଦେ. ବି — ପୁଅ; ପୁତ୍ର — Son
- ଦେ. ବି — [ଉ—ଲୋମଶ ବୋଇଲେ ହେ ପାଣ୍ଡୁ ଜ୍ୟେଷ୍ଠ ଶିଷ୍ୟ—କୃଷ୍ଣସିଂହ. ମହାଭାରତ।]