ଶିଷ୍ୟାନୁଶିଷ୍ୟ Ṡishyānuṡishya

  • ସଂ. ବି. ପୁଂ (ସହଚର) — ଶିଷ୍ୟ ଓ ଶିଷ୍ୟର ଶିଷ୍ୟ — A disciple and disceple's disciple
  • ସଂ. ବି. ପୁଂ (ସହଚର) — [ଉ—ଏ ମଠରେ ରାମାନନ୍ଦୀ ବୈଷ୍ଣବମାନେ ଶିଷ୍ୟାନୁଶିଷ୍ୟ କ୍ରମେ ମହନ୍ତ ହୋଇ ଆସୁ ଅଛନ୍ତି।]