ଶିଷ୍ଟି Ṡishṭi

  • ସଂ. ବି—(ଶାସ୍ଧାତୁ+ଭାବ. ତି, ନିପାତନ) — ଦମନ; ଶାସନ; ତାଡ଼ନ — Controlling; regulating; ruling
  • ସଂ. ବି—(ଶାସ୍ଧାତୁ+ଭାବ. ତି, ନିପାତନ) — (+କରଣ. ତି)—ଆଜ୍ଞା; ଆଦେଶ — Order
  • ସଂ. ବି—(ଶାସ୍ଧାତୁ+ଭାବ. ତି, ନିପାତନ) — ଶୋଧନ — Rectification
  • ସଂ. ବି—(ଶାସ୍ଧାତୁ+ଭାବ. ତି, ନିପାତନ) — ବିନ୍ୟାସ — Arrangement