ଶିଷ୍ଟତା Ṡishṭatā
- ସଂ. ବି—(ଶିଷ୍ଟ +ତା,ତ୍ୱ) — ଭଦ୍ରତା — Gentleness; nobility; urbanity; politeness
- ସଂ. ବି—(ଶିଷ୍ଟ +ତା,ତ୍ୱ) — ଭଦ୍ର ସମାଜରେ ପ୍ରଚଳିତ ନିୟମ; ଆଦବ କାଏଦା — Etiquette
- ସଂ. ବି—(ଶିଷ୍ଟ +ତା,ତ୍ୱ) — ସଂସ୍କୃତ ସମାଜରେ ପ୍ରଚଳିତ ଆଚାର — The urbane manners; manners or usages obtaining in reformed society