ଶିଷ୍ଟ ପ୍ରୟୋଗ Ṡishṭa prayoga
- ସଂ. ବି—(ଶିଷ୍ଟମାନଙ୍କ ଦ୍ୱାରା ବ୍ଯବହୃତ ପ୍ରୟୋଗ, ମ. ପ. ଲୋ) — ଭଦ୍ର ବା ସଭ୍ୟ ବା ଶିକ୍ଷିତ ବ୍ଯକ୍ତିମାନଙ୍କ ଦ୍ୱାରା ବ୍ଯବହୃତ ଶବ୍ଦ ବା ବାକ୍ୟାଦି — Authoritative usage of expressions
- ସଂ. ବି—(ଶିଷ୍ଟମାନଙ୍କ ଦ୍ୱାରା ବ୍ଯବହୃତ ପ୍ରୟୋଗ, ମ. ପ. ଲୋ) — ଭାଷାର ରୀତି ସଙ୍ଗତ ବାକ୍ୟାଦି — Idiomatic expressions
- ସଂ. ବି—(ଶିଷ୍ଟମାନଙ୍କ ଦ୍ୱାରା ବ୍ଯବହୃତ ପ୍ରୟୋଗ, ମ. ପ. ଲୋ) — ବିଖ୍ୟାତ ବା ପ୍ରସିଦ୍ଧ ଲେଖକମାନଙ୍କ ଦ୍ୱାରା ବ୍ଯବହୃତ ବାକ୍ୟାଦି — Particular use of words and expressions by standard authors